ବିଧାନସଭା ନିର୍ବାଚନରେ ବଡ଼ ପରିବର୍ତ୍ତନ ଆଣିଥିବା କଂଗ୍ରେସ ଫୋକସରେ ରହିଛି ତେଲାଙ୍ଗାନା। କିନ୍ତୁ ଲୋକସଭା ନିର୍ବାଚନରେ ବାଜି ମାରିବାକୁ ଯାଉଛି ବିଜେପି। କାଣ୍ଟେକା ଟକ୍କର ମଧ୍ୟରେ ଚାଲିଛି ଦୁଇ ଦଳର ଫଳାଫଳ।
ପ୍ରାରମ୍ଭିକ ଫଳାଫଳ ଅନୁସାରେ ତେଲାଙ୍ଗାନାରୁ ବିଜେପି 8ଟି ଆସନରେ ଆଗେଇ ଚାଲିଥିବା ବେଳେ କଂଗ୍ରେସ 7ଟି ଆସନରେ ଆଗୁଆ ରହି କଡ଼ା ଟକ୍କର ଦେଉଛି। ସେପଟେ ଆସଦୁଦ୍ଦିନ ଓୱେସି ବିଜେପିର ମାଧବୀ ଲତାଙ୍କୁ ପଛରେ ପକାଇ ଦେଇଛନ୍ତି।
ହାଇଦ୍ରାବାଦ ଆସନରୁ ଓୱେସି ମାଧବୀ ଲତାଙ୍କଠାରୁ 15,000 ଆସନରେ ଆଗରେ ଅଛନ୍ତି। 17 ଲୋକସଭା ଆସନ ପାଇଁ ଚାଲିଥିବା ଲଢେଇ ମଧ୍ୟରେ ପୂର୍ବରୁ ସରକାରରେ ଥିବା କେ ଚନ୍ଦ୍ରଶେଖର ରାଓଙ୍କ ଭାରତ ରାଷ୍ଟ୍ର ସମିତି (BRS) ସବୁଠୁ ପଛରେ ରହିଯାଇଛି।
ପ୍ରାରମ୍ଭିକ ଫଳାଫଳ ଅନୁସାରେ, ଦଳ ଏଠାରେ କୌଣସି ଗୋଟିଏ ବି ଆସନରେ ଆଗରେ ନାହିଁ। ତେବେ ତେଲାଙ୍ଗାନା କାହା ଅକ୍ତିଆରକୁ ଯାଉଛି, ତା' ଉପରେ ନଜର।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Politics
‘ପାର୍ଟି ଧୀରେ ଧୀରେ ବନ୍ଦ ହୋଇଗଲାଣି, ଏବେ ହୋଟେଲ ଚଲେଇବେ’
ପାର୍ଟିର କାମ ଆଉ କିଛି ନାହିଁ। ତେଣୁ ସେମାନେ ସେଟାକୁ ହୋଟେଲରେ ପରିଣତ କରି ଦେଲେ। କ’ଣ ହୋଇଗଲା ସେଠୁ? ବିଚରାମାନଙ୍କୁ ଧନ୍ୟବାଦ।
Politics
ମକର ବୁଡ଼ ପକାଇଲେ ମୁଖ୍ୟମନ୍ତ୍ରୀ, ସୁରକ୍ଷା କଡ଼ାକଡ଼ି
ଆଜି ପବିତ୍ର ମକର ସଂକ୍ରାନ୍ତି। କେନ୍ଦୁଝର ଜିଲ୍ଲାର ଗଣପର୍ବ ହେଉଛି ମକର ସଂକ୍ରାନ୍ତି। ଏହି ଅବସରରେ କେନ୍ଦୁଝର ଜିଲ୍ଲା ପାଟଣାରେ ପହଞ୍ଚି ବୈତରଣୀ ନଦୀରେ ବୁଡ଼ ପକାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ।
Politics
ମଧ୍ୟାହ୍ନ ଭୋଜନରେ ମିଳିବ କ୍ଷୀର! ଆରମ୍ଭ ହେଲା ପାଇଲଟ ପ୍ରୋଜେକ୍ଟ
ଆଗାମୀ ଦିନରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନରେ ମିଳିପାରେ କ୍ଷୀର। ପିଲାଙ୍କୁ ପୋଷଣ ଓ ପ୍ରୋଟିନ୍ ଯୋଗାଇବାକୁ ରାଜ୍ୟ ସରକାର ଏପରି ଏକ ଯୁଗାନ୍ତକାରୀ ପଦକ୍ଷେପ ନେବାକୁ ଯାଉଛନ୍ତି।