Advertisment

ବଦନାମ ପ୍ଲାନ ହୋଇଥିଲା, ମରିବା ପୂର୍ବରୁ ସତ୍ୟପାଠ ଦେଇଛନ୍ତି

କେମିତି ବିଜେପି ଓଡ଼ିଶାରେ କ୍ଷମତାକୁ ଆସିବ? କଣ ରହିଛି ବିଜେପିର ରଣନୀତି? ଆଗ୍ରେସିଭ୍ ପ୍ଲେୟର ଭାବେ ଜଣାଶୁଣା ବିଜେପିର ନୂତନ ସଭାପତି ମନମୋହନ ସାମଲଙ୍କ କଣ ରହିଛି ଯୋଜନା? ତାଙ୍କ ନାଁରେ କଣ ରହିଛି ସବୁ ଅଭିଯୋଗ? ବର୍ତ୍ତମାନ କେଉଁ କେଉଁ ବିଜେଡି ନେତା ତାଙ୍କ ସହ ଅଛନ୍ତି ସମ୍ପର୍କରେ? ଏ ସମ୍ପର୍କରେ ବିଜେପି ସଭାପତି ମନମୋହନ ସାମଲଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସ୍ୱାଧୀନ କୁମାର ରାଉତ।

author-image
Debendra Prusty

Bjp BjD Odisha Odisha Politics