ରାହୁଲଙ୍କ ବାଜାରେ ଡେଇଁଲେ ନବୀନ,ବିଜେପିର ଚ୍ୟାଲେଞ୍ଜ | Rahul Gandhi | Caste Census | Odisha Assembly | OR
ସମଦୂରତା ସମଦୂରତା କହି କେତେବେଳେ ବିଜେଡିର କମି ଗଲାଣି ଦୂରତା। ବାରମ୍ବାର ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରୁଛନ୍ତି ରାହୁଲ ଗାନ୍ଧି । ଏହି ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲାରେ ଦୂରତା ଭୁଲି ଏକ ହେଲା ବିଜେଡି । ରାହୁଲଙ୍କ ପରି ବିଜେଡିର ଦାବି, ରାଜ୍ୟରେ ହେଉ ଜାତି ଭିତ୍ତିକ ଜନଗଣନା । ନବୀନ 2ଟି ପୋଷ୍ଟରେ ଅଛନ୍ତି, ଗୋଟିଏ ଓବିସି ନ ହେଲେ ଦଳିତଙ୍କୁ ଛାଡିଦିଅନ୍ତୁ -ବିଜେପି । ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
