Advertisment

ବିଧାନସଭାରେ ଉଠିଲା ଜାତି ଭିତ୍ତିକ ଜନଗଣନା ପ୍ରସଙ୍ଗ

ରାହୁଲଙ୍କ ପରି ବିଜେଡିର ଦାବି, ରାଜ୍ୟରେ ହେଉ ଜାତି ଭିତ୍ତିକ ଜନଗଣନା ।

ଅଦ୍ୟତନ ହୋଇଛି
Advertisment

ସମଦୂରତା ସମଦୂରତା କହି କେତେବେଳେ ବିଜେଡିର କମି ଗଲାଣି ଦୂରତା। ବାରମ୍ବାର ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରୁଛନ୍ତି ରାହୁଲ ଗାନ୍ଧି । ଏହି ପ୍ରସଙ୍ଗରେ କଂଗ୍ରେସର ହୋହଲ୍ଲାରେ ଦୂରତା ଭୁଲି ଏକ ହେଲା ବିଜେଡି । ରାହୁଲଙ୍କ ପରି ବିଜେଡିର ଦାବି, ରାଜ୍ୟରେ ହେଉ ଜାତି ଭିତ୍ତିକ ଜନଗଣନା । ନବୀନ 2ଟି ପୋଷ୍ଟରେ ଅଛନ୍ତି, ଗୋଟିଏ ଓବିସି ନ ହେଲେ ଦଳିତଙ୍କୁ ଛାଡିଦିଅନ୍ତୁ -ବିଜେପି । ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD Odisha Assembly
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe