ରଣେନ୍ଦ୍ର ବାଣ୍ଟିଲେ ଟିକେଟ୍ ଧର୍ମେନ୍ଦ୍ର ଖୋଲିଲେ ସିକ୍ରେଟ୍ | Odisha Reporter
ଅକ୍ଟୋବର 11 ତାରିଖ ବୁଧବାର ବିଜେଡି ଜନସଂପର୍କ ପଦଯାତ୍ରାର ଅନ୍ତିମ ଦିନରେ । ନିମାପଡ଼ା ନିର୍ବାଚନୀ ମଣ୍ଡଳୀର ଗୋପ ବ୍ଲକ ନାଗପୁର ଠାରେ ହୋଇଥିଲା ବିଜେଡିର ସମାବେଶ । ଆଉ ସେଠି ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କୃଷି ମନ୍ତ୍ରୀ ରାଜା ସ୍ୱାଇଁ ଯୋଗଦେଇ ସମୀର ଦାଶଙ୍କ ଜିନ୍ଦାବାଦ କରିଥିଲେ । ଆଉ ଶନିବାର ରଣେନ୍ଦ୍ରଙ୍କ ଗଡ଼ ଆଠଗଡରେ ଠିଆ ହୋଇ ଧର୍ମେନ୍ଦ୍ର କରିଥିଲେ ଟାର୍ଗେଟ୍ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
