Advertisment

ରଣେନ୍ଦ୍ର ବାଣ୍ଟିଲେ ଟିକେଟ୍, ଧର୍ମେନ୍ଦ୍ର ଖୋଲିଲେ ସିକ୍ରେଟ୍

ଶନିବାର ରଣେନ୍ଦ୍ରଙ୍କ ଗଡ଼ ଆଠଗଡରେ ଠିଆ ହୋଇ ଧର୍ମେନ୍ଦ୍ର କରିଥିଲେ ଟାର୍ଗେଟ୍ ।

ଅଦ୍ୟତନ ହୋଇଛି
Advertisment

ଅକ୍ଟୋବର 11 ତାରିଖ ବୁଧବାର ବିଜେଡି ଜନସଂପର୍କ ପଦଯାତ୍ରାର ଅନ୍ତିମ ଦିନରେ । ନିମାପଡ଼ା ନିର୍ବାଚନୀ ମଣ୍ଡଳୀର ଗୋପ ବ୍ଲକ ନାଗପୁର ଠାରେ ହୋଇଥିଲା ବିଜେଡିର ସମାବେଶ । ଆଉ ସେଠି ପୁରୀ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା କୃଷି ମନ୍ତ୍ରୀ ରାଜା ସ୍ୱାଇଁ ଯୋଗଦେଇ ସମୀର ଦାଶଙ୍କ ଜିନ୍ଦାବାଦ କରିଥିଲେ । ଆଉ ଶନିବାର ରଣେନ୍ଦ୍ରଙ୍କ ଗଡ଼ ଆଠଗଡରେ ଠିଆ ହୋଇ ଧର୍ମେନ୍ଦ୍ର କରିଥିଲେ ଟାର୍ଗେଟ୍ ।

Advertisment
Odisha BjD Bjp Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe