Advertisment

ବୋଧେ ଏତିକି ଆଗକୁ ଖାଲି ପିନ୍ ଫୋଢା ?

ଉପସଭାପତି ପଦରୁ ବାହାର କରିଦେଲେ ହେଲେ ଦଳରୁ କାଢିବାକୁ ଡର କାହିଁକି ?

author-image
Manoj Swain

ଲାଗୁଛି ଯେମିତି ସୌମ୍ୟଙ୍କ ବିରୋଧରେ ଆକସନ୍ ଟା ଏତିକି। ଉପସଭାପତି ପଦରୁ ବାହାର କରିଦେଲେ ହେଲେ ଦଳରୁ କାଢିବାକୁ ଡର କାହିଁକି ? ଡର ସୌମ୍ୟଙ୍କୁ ଦଳରୁ ବହିଷ୍କାର କଲେ ହୁଏତ ସେ ଓ ତାଙ୍କ ମିଡିଆ ଅଧିକ ଆଗ୍ରେସିଭ ହୋଇଯିବ, ଏଥିପାଇଁ ବିଜେଡି ଭିତରେ କେଉଁଠି ନା କେଉଁଠି ଏକ ଭୟ ଲୁଚି ରହିଛି ।

Advertisment
Odisha BjD Soumya Ranjan Patnaik