ବୋଧେ ଏତିକି ଆଗକୁ ଖାଲି ପିନ୍ ଫୋଢା? | Odisha Reporter
Advertisment
ଲାଗୁଛି ଯେମିତି ସୌମ୍ୟଙ୍କ ବିରୋଧରେ ଆକସନ୍ ଟା ଏତିକି। ଉପସଭାପତି ପଦରୁ ବାହାର କରିଦେଲେ ହେଲେ ଦଳରୁ କାଢିବାକୁ ଡର କାହିଁକି ? ଡର ସୌମ୍ୟଙ୍କୁ ଦଳରୁ ବହିଷ୍କାର କଲେ ହୁଏତ ସେ ଓ ତାଙ୍କ ମିଡିଆ ଅଧିକ ଆଗ୍ରେସିଭ ହୋଇଯିବ, ଏଥିପାଇଁ ବିଜେଡି ଭିତରେ କେଉଁଠି ନା କେଉଁଠି ଏକ ଭୟ ଲୁଚି ରହିଛି ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us