Advertisment

କେଉଁଠି ଅଛନ୍ତି ଲକ୍ଷପତି ଦିଦି; ପଞ୍ଚାନନ କାନୁନଗୋ

ସାଧାରଣ ଲୋକଙ୍କୁ ଫାଇଦା ଦେବା ଭଳି କୌଣସି ଆଖିଦୃଶିଆ ବ୍ୟବସ୍ଥା ବଜେଟରେ ହୋଇନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ।

author-image
Manoj Swain

ଗତକାଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ କାମଚଳା ବଜେଟ ୨୦୨୪-୨୫ ଉପସ୍ଥାପନ କରିଥିଲେ। ବଜେଟ ଉପସ୍ଥାପନ ବେଳେ ଅର୍ଥମନ୍ତ୍ରୀ ସୀତାରମଣ ନିଜ ସରକାରର ସଫଳତା କଥା ବଖାଣିଥିଲେ। କିନ୍ତୁ ସାଧାରଣ ଲୋକଙ୍କୁ ଫାଇଦା ଦେବା ଭଳି କୌଣସି ଆଖିଦୃଶିଆ ବ୍ୟବସ୍ଥା ବଜେଟରେ ହୋଇନାହିଁ ବୋଲି ଅଭିଯୋଗ କରିଛି କଂଗ୍ରେସ। ତେବେ ଏହି ବଜେଟ୍‌କୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନଗୋ । ତେବେ ପ୍ରତିକ୍ରିୟାରେ ଅଧିକ କଣ କହିଛନ୍ତି ଶୁଣନ୍ତୁ ।

Advertisment
Congress Union Budget 2024