ବିଧାନସଭାରେ ପୂର୍ବ ସରକାରର ଗୁମର ଖୋଲିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ। କହିଥିଲେ- ପାନୀୟ ଜଳ ପ୍ରକଳ୍ପଗୁଡ଼ିକରେ ବାହାର ରାଜ୍ୟର ଠିକାଦାରମାନେ ଅହେତୁକ ବିଳମ୍ବ କରିଛନ୍ତି। ଯେଉଁ ଠିକାଦାରଙ୍କ ସହିତ ବିଜେଡି ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ, ସେଥିରୁ ୫୮ ପ୍ରତିଶତ ଟଙ୍କା ଉଠାଇ ପଳାଇଛନ୍ତି। ଖାଲି ପାଇପ ବିଛା କାମ ହୋଇଛି। ସେଥିପାଇଁ ପାନୀୟ ଜଳ ପ୍ରକଳ୍ପ କାମ ବିଳମ୍ବ ହେଉଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଗୁଳିକାଣ୍ଡ ପଛରେ 'ଷଡ଼ଯନ୍ତ୍ର' ଥିବା କହିଲେ କେଜ୍ରିୱାଲ, ବର୍ଷିଲା ବିଜେପି
ସୁଖବୀର ସିଂହ ବାଦଲଙ୍କ ଉପରକୁ ଗୁଳିମାଡ଼ ଉଦ୍ୟମକୁ ନେଇ ତେଜିଲା ରାଜନୀତି। ଦିଲ୍ଲୀ ଓ ପଞ୍ଜାବରେ ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ମୁହାଁମୁହିଁ ଆମ୍ ଆଦମୀ ପାର୍ଟି ଓ ବିଜେପି।
Politics
ରାହୁଲଙ୍କ ସମ୍ଭଲ ଯାତ୍ରା ଅସଫଳ ହେବା ପରେ ତେଜିଲା ରାଜନୀତି
ବିଜେପି ଓ ଆରଏସଏସ ସମ୍ବିଧାନକୁ ଭାଙ୍ଗିବାରେ ବ୍ୟସ୍ତ ବୋଲି କହିଲେ ଖଡଗେ। ଆରଜି କର ମାମଲାରେ କୋଲକାତା କାହିଁ ଗଲେନି ପଚାରିଲା ବିଜେପି।
Politics
କିଏ ଏହି ମହିଳା? କାହିଁକି ରହୁଛନ୍ତି ରାଷ୍ଟ୍ରପତିଙ୍କ ପାଖେ ପାଖେ?
ରାଷ୍ଟ୍ରପତିଙ୍କ ସୁରକ୍ଷା ଟିମ୍ରେ ଥିବା ଲେଡି ଅଧିକାରୀଙ୍କୁ ନେଇ ଚର୍ଚ୍ଚା।
Politics
ବିଜେପିକୁ କ’ଣ ବୁମେରାଂ ହେବ?
‘ଆମ ଦଳ ଅତୀତରେ କିଛି ଭୁଲ କରିଛି। ସେ ଦଳରେ ଟିକେଟ ପାଇଥିବା କିଛି ବିଧାୟକ ପ୍ରାର୍ଥୀଙ୍କୁ ଆଣି ଆମ ଦଳ ଟିକେଟ ଦେଇଥିଲା। ସେମାନେ ବର୍ତ୍ତମାନ ଆମ ସାଂସଦମାନଙ୍କୁ ନେଇ ଯାଉଛନ୍ତି। ଏହା ଉଭୟ ଦଳ ପାଇଁ କ୍ଷତିକାରକ।’
Politics
ସମ୍ଭଲ ଯାତ୍ରା ବେଳେ ହାଇଡ୍ରାମା; ରାହୁଲ ଓ ପ୍ରିୟଙ୍କାଙ୍କୁ ଅଟକାଇଲା ପୁଲିସ
ଦିଲ୍ଲୀ-ନୋଏଡା ବର୍ଡରରେ ହାଇଭୋଲ୍ଟେଜ ଡ୍ରାମା। ବିରୋଧୀ ଦଳ ନେତାଙ୍କ ସାମ୍ବିଧାନିକ ଅଧିକାର କ୍ଷୁର୍ଣ୍ଣ ହେଉଛି କହିଲେ ରାହୁଲ।