ମଲେଇ ଖାଇ ଠିକାଦାର ପାର, ବିଜେଡିକୁ ପାନେ ଲୋକେ !| Odisha Reporter
ବିଧାନସଭାରେ ପୂର୍ବ ସରକାରର ଗୁମର ଖୋଲିଲେ ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ମନ୍ତ୍ରୀ ରବି ନାଏକ। କହିଥିଲେ- ପାନୀୟ ଜଳ ପ୍ରକଳ୍ପଗୁଡ଼ିକରେ ବାହାର ରାଜ୍ୟର ଠିକାଦାରମାନେ ଅହେତୁକ ବିଳମ୍ବ କରିଛନ୍ତି। ଯେଉଁ ଠିକାଦାରଙ୍କ ସହିତ ବିଜେଡି ସରକାର ବୁଝାମଣାପତ୍ର ସ୍ୱାକ୍ଷର କରିଥିଲେ, ସେଥିରୁ ୫୮ ପ୍ରତିଶତ ଟଙ୍କା ଉଠାଇ ପଳାଇଛନ୍ତି। ଖାଲି ପାଇପ ବିଛା କାମ ହୋଇଛି। ସେଥିପାଇଁ ପାନୀୟ ଜଳ ପ୍ରକଳ୍ପ କାମ ବିଳମ୍ବ ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
