ଆଉ କେଉଁ ମୁଖ୍ୟମନ୍ତ୍ରୀ ଗିରଫ ହେବେ ?

ଆଉ କେଉଁ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବ ଇଡି ?

Manoj Swain
  • Published: Friday, 02 February 2024
  • Updated: 02 February 2024, 01:22 PM IST

Sports

Latest News

ହେମନ୍ତ ସୋରେନଙ୍କ ପରେ ଆଉ କିଏ ? କେଉଁ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବ ଇଡି ? ଇଡି ସ୍କାନରରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତାଲିକା ବେଶ ଲମ୍ବା। ଆର୍ଥିକ ତୋଷରପାତ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଏହି ଘଟଣା ପରେ ଏବେ କାଶ୍ମୀରରୁ କେରଳ ଯାଏ ଅନେକ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ କୁ ନେଇ ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos