ଆଉ କେଉଁ ମୁଖ୍ୟମନ୍ତ୍ରୀ ଗିରଫ ହେବେ ? | ED Probes Ex-CMs Nationwide, Arrests Escalate | Odisha Reporter
Advertisment
ହେମନ୍ତ ସୋରେନଙ୍କ ପରେ ଆଉ କିଏ ? କେଉଁ ମୁଖ୍ୟମନ୍ତ୍ରୀଙ୍କୁ ଗିରଫ କରିବ ଇଡି ? ଇଡି ସ୍କାନରରେ ଥିବା ମୁଖ୍ୟମନ୍ତ୍ରୀ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ତାଲିକା ବେଶ ଲମ୍ବା। ଆର୍ଥିକ ତୋଷରପାତ ମାମଲାରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି। ଏହି ଘଟଣା ପରେ ଏବେ କାଶ୍ମୀରରୁ କେରଳ ଯାଏ ଅନେକ ମୁଖ୍ୟମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁ କୁ ନେଇ ଚର୍ଚ୍ଚା। ଦେଖନ୍ତୁ ପୂରା ରିପୋର୍ଟ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us