Advertisment

ପଦଯାତ୍ରା ବେଳେ ପୂର୍ବତନ ବିଧାୟକଙ୍କ ମନ୍ତବ୍ୟକୁ ନେଇ କୁହୁଳୁଛି ରାଜନୀତି

ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଧାମନଗରରୁ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ କିଏ ହେବ ତାକୁ ନେଇ ଜୋରଦାର ଚର୍ଚ୍ଚା।

author-image
Manoj Swain

ଆସନ୍ତାବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଧାମନଗରରୁ ଶାସକ ବିଜୁ ଜନତା ଦଳର ପ୍ରାର୍ଥୀ କିଏ ହେବ ତାକୁ ନେଇ ଜୋରଦାର ଚର୍ଚ୍ଚା। ଗାନ୍ଧି ଜୟନ୍ତୀରୁ ଦଳ ପକ୍ଷରୁ ଚାଲିଥିବା ପଦଯାତ୍ରାରେ ଯୋଗଦେଇ ଧାମନଗରର ପୂର୍ବତନ ବିଧାୟକ ତଥା ଭଦ୍ରକ ସାଂସଦଙ୍କ ସ୍ବାମୀ ମୁକ୍ତିକାନ୍ତ ମଣ୍ଡଳଙ୍କ ଏକ ବୟାନ ଏବେ ଦଳ ଭିତରେ ଅସନ୍ତୋଷକୁ ବଢ଼ାଇ ଦେଇଛି।

Advertisment
Odisha BjD