ବିଜେଡିରେ ରଜା ମନ! | Odisha Reporter
ନିଜ ପତ୍ନୀଙ୍କ ସହ ବିବାଦ ପରେ ସମ୍ୱଲପୁର ସାଂସଦ ନୀତେଶ ଗଙ୍ଗଦେବ ଭିନ୍ନ ଏକ କାରଣକୁ ନେଇ ଏବେ ଚର୍ଚ୍ଚାରେ ରହିଛନ୍ତି। ସୋସିଆଲ୍ ମିଡିଆରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଟେକିଲା ଭଳି କିଛି କଥା ପୋଷ୍ଟ କରି ସେ ଏବେ ବିଜେପି ମହଲରେ ସମାଲୋଚିତ ହୋଇଛନ୍ତି। ନୀତେଶ, ବିଜେପି ଟିକେଟରୁ ସମ୍ୱଲପୁର ସାଂସଦ ଅଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
