ବୁଝିଗଲେଣି ବେଗୁନିଆବାସୀ ଆସିଲେ ନେତା ଦେବେ ପାନେ| Odisha Reporter
ବେଗୁନିଆରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। କେତେ ପହଁଞ୍ଚିଛି ଯୋଜନା। ବେଗୁନିଆ ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଅଛନ୍ତି ବେଗୁନିଆ ନିର୍ବାଚନମଣ୍ଡଳୀର ଜନସାଧାରଣ ? ବେଗୁନିଆରେ ମୁଖ୍ୟ ସମସ୍ୟା ଜଳ ସଙ୍କଟ ଥିବା ବେଳେ ଏହାକୁ ନେଇ ବଡ଼ ବଡ଼ ପ୍ରତିଶୃତି ଦେଇଥିଲେ ନେତା । ହେଲେ ନିର୍ବାଚନ ସରିଗଲେ ଭୁଲି ଯାଆନ୍ତି ଏଠାକାର ସମସ୍ୟା କଥା, ଆଉ ନଜର ଅନ୍ଦାଜ କରନ୍ତି ଏମାନଙ୍କ ଦୁଃଖ ଦୁର୍ଦ୍ଦଶା। ଏବେ ଅଞ୍ଚଳବାସୀ ମନସ୍ଥ କରିଛନ୍ତି ଯିଏ ଭୋଟ ମାଗିବାକୁ ଆସିବ ସିଧା ତାଙ୍କୁ ପ୍ରଶ୍ନ କରିବୁ। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
