ବେଗୁନିଆରେ କେମିତି ରହିଛି ଲୋକଙ୍କ ମୁଡ ଓ କେଉଁ ପ୍ରାର୍ଥୀ ପାଇଁ ରହିଛି ଲୋକଙ୍କ ସମର୍ଥନ। କେତେ ପହଁଞ୍ଚିଛି ଯୋଜନା। ବେଗୁନିଆ ଅଞ୍ଚଳରେ କେତେ ବାଟ ଆଗେଇଛି ବିକାଶ। କେମିତି ଅଛନ୍ତି ବେଗୁନିଆ ନିର୍ବାଚନମଣ୍ଡଳୀର ଜନସାଧାରଣ ? ବେଗୁନିଆରେ ମୁଖ୍ୟ ସମସ୍ୟା ଜଳ ସଙ୍କଟ ଥିବା ବେଳେ ଏହାକୁ ନେଇ ବଡ଼ ବଡ଼ ପ୍ରତିଶୃତି ଦେଇଥିଲେ ନେତା । ହେଲେ ନିର୍ବାଚନ ସରିଗଲେ ଭୁଲି ଯାଆନ୍ତି ଏଠାକାର ସମସ୍ୟା କଥା, ଆଉ ନଜର ଅନ୍ଦାଜ କରନ୍ତି ଏମାନଙ୍କ ଦୁଃଖ ଦୁର୍ଦ୍ଦଶା। ଏବେ ଅଞ୍ଚଳବାସୀ ମନସ୍ଥ କରିଛନ୍ତି ଯିଏ ଭୋଟ ମାଗିବାକୁ ଆସିବ ସିଧା ତାଙ୍କୁ ପ୍ରଶ୍ନ କରିବୁ। ଦେଖନ୍ତୁ ଆମର ସ୍ବତନ୍ତ୍ର କାର୍ଯ୍ୟକ୍ରମ ଗାଁ ଗାଁରେ ପଲିଟିକାଲ ଖଟିରେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଦିଲ୍ଲୀ ରାଜନୀତି; କୈଳାଶ ଗଲେ ଅନିଲ ଆସିଲେ
ଅଶୋକ ଗେହଲଟ ଆପ୍ ଛାଡ଼ୁ ଛାଡ଼ୁ ଦଳରେ ଯୋଗ ଦେଇଛନ୍ତି ପୂର୍ବତନ ବିଜେପି ବିଧାୟକ ଅନିଲ ଝା।
Politics
ଇଡି-ସିବିଆଇ ଚାପରେ ଇସ୍ତଫା ଦେଇଛନ୍ତି କୈଳାଶ ଗେହଲଟ: ଆପ୍
ବିଧାନସଭା ନିର୍ବାଚନ ମଧ୍ୟରେ ଆପ୍ ଛାଡ଼ିଛନ୍ତି ଦଳର ବରିଷ୍ଠ ନେତା ତଥା ମନ୍ତ୍ରୀ କୈଳାଶ ଗେହଲଟ।
Politics
ବର୍ଷିଲେ ବିଜେଡି ସାଂସଦ
ମହାପ୍ରଭୁଙ୍କୁ ନେଇ ରାଜନୀତି କରିବା ଛଡ଼ା ବିଜେପି ସରକାରର ଆଉ କିଛି କାମ ନାହିଁ ବୋଲି କହିଛନ୍ତି ସାଂସଦ।