ପୂଜାରେ ଲଞ୍ଚ୍ ହେଲେ ନୂଆ ନେତା.. | Odisha Reporter
Advertisment
ମଉକା ଦେଖି ଚଉକା ମାରିଲା ଭଳି, ଦୂର୍ଗାପୂଜାରେ ଲଞ୍ଚ୍ ହୋଇଛନ୍ତି ନୂଆ ନେତା । ଦୁର୍ଗା ପୂଜାରେ ମଣ୍ଡପ ବୁଲି ସମୀରଙ୍କ ବିରୋଧରେ ବିଜେଡିରେ ଆଉ ଏକ ଗୋଷ୍ଠୀର ଶୁଭାରମ୍ଭ କଲେଣି । ସେପଟେ କଂଗ୍ରେସ ଟିକେଟରେ ଛିଡା ହେବାକୁ ସାଇକେଲ ଧରି ଧାଇଁ ଆସିଛନ୍ତି ସୁରଙ୍କ ପୁଅ ସିଦ୍ଧାର୍ଥ । ସେପଟେ ନଜ ବାଟରେ ସାନିଧ୍ୟ ଗୋଟାଉଛନ୍ତି ପ୍ରଭାତୀ-ଦିଲ୍ଲୀପ । ଅନ୍ୟପଟେ ଆଶୀର୍ବାଦ ପାଇ ଆଶାବାନ୍ଧି ବସିଛନ୍ତି ସମୀର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us