Advertisment

ମିଛ କହିଲେ ମାଡ଼ି ବସୁଛନ୍ତି ବିରୋଧୀ

ଗୃହ ବାହାରେ ହଲ୍ଲାବୋଲ୍। ଗୃହ ଭିତରେ ବି ହଙ୍ଗାମା। ବିଭିନ୍ନ ଘଟଣାକୁ ନେଇ ଗଲା କିଛି ଦିନ ହେବ ବିପର୍ଯ୍ୟସ୍ତ। ଆଇନ ଶୃଙ୍ଖଳା ସ୍ଥିତିକୁ ସରକାରଙ୍କ ବିରୋଧରେ ବଡ଼ ପ୍ରସଙ୍ଗ କରି ଆସିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ହେଲେ ସରକାରଙ୍କ ଶ୍ବେତପତ୍ର କହୁଛି ୨୦୨୨ରେ ରାଜ୍ୟର ଆଇନ୍ ଶୃଙ୍ଖଳା ସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ।

Advertisment

ଗୃହ ବାହାରେ ହଲ୍ଲାବୋଲ୍। ଗୃହ ଭିତରେ ବି ହଙ୍ଗାମା। ବିଭିନ୍ନ ଘଟଣାକୁ ନେଇ ଗଲା କିଛି ଦିନ ହେବ ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ସରକାରଙ୍କ ବିରୋଧରେ ବଡ଼ ପ୍ରସଙ୍ଗ କରି ଆସିଛନ୍ତି ଉଭୟ ବିଜେପି ଓ କଂଗ୍ରେସ। ହେଲେ ସରକାରଙ୍କ ଶ୍ବେତପତ୍ର କହୁଛି ୨୦୨୨ରେ ରାଜ୍ୟର ଆଇନ୍ ଶୃଙ୍ଖଳା ସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ।

Advertisment
Bjp BjD Odisha Politics Opposition Congress
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe