ଡବଲ ଇଞ୍ଜିନ ସରକାରର ସୁଫଳ ମିଳିବା ଆରମ୍ଭ ହୋଇଛି । ବିକାଶର ଗତି ଅଦ୍ଭୂତପୂର୍ବ । ରାଜ୍ୟର ବିଜେପି ସରକାର ଏଠାରେ ଷ୍ଟାର୍ଟଅପ୍ ଇକୋସିଷ୍ଟମ ଉପରେ ଗୁରୁତ୍ୱ ଦେଉଛି ବୋଲି ତିନି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ୱରରେ ଆୟୋଜିତ ସାଧାରଣ ସଭାରେ କହିଥିଲେ ପ୍ରଧାନମନ୍ତ୍ରୀ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଏକନାଥ ସିନ୍ଦେଙ୍କ ପୁଅ ହେବେ ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ?
ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପୁଅ ଉପମୁଖ୍ୟମନ୍ତ୍ରୀ ହେବା ଉପରେ ପ୍ରତିକ୍ରିୟା ରଖିଛନ୍ତି ଏକନାଥ ସିନ୍ଦେ।
Politics
ଦିଲ୍ଲୀରେ ମେଣ୍ଟ ହେବନି, ଏକା ଲଢିବ ଆପ୍
ଦିଲ୍ଲୀ ବିଧାନସଭା ନିର୍ବାଚନରେ ଇଣ୍ଡିଆ ବ୍ଲକ୍ ସହ ମେଣ୍ଟ କରିବନି ଆପ୍।
Politics
୨୦୨୭ ଡିସେମ୍ବର ସୁଦ୍ଧା ଚାଲିବ ଭୁବନେଶ୍ୱର ମେଟ୍ରୋ, ପ୍ରଥମ ପର୍ଯ୍ୟାୟରେ ଗଡ଼ିବ ୧୩ଟି ଟ୍ରେନ୍
ଭୁବନେଶ୍ୱର ମେଟ୍ରୋ ନିର୍ମାଣ ନିମନ୍ତେ ଦିଲ୍ଲୀ ମେଟ୍ରୋ ରେଳ ନିଗମକୁ ଓଡ଼ିଶା ସରକାର କାର୍ଯ୍ୟାଦେଶ ଦେଇଛନ୍ତି। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଦେଇଥିବା ବିସ୍ତୃତ ପ୍ରକଳ୍ପ ରିପୋର୍ଟକୁ ରାଜ୍ୟ ସରକାର ୨୦୨୩ ଅକ୍ଟୋବର ୭ତାରିଖରେ ଅନୁମୋଦନ କରିଥିଲେ।
Politics
କଳାବେଲୁନ୍ ଦେଖାଇ କଂଗ୍ରେସ କଲା ବିକ୍ଷୋଭ: ବିଜେପି କହିଲା ଦୁର୍ଭାଗ୍ୟଜନକ, ଏବେ ପକ୍ଷାଘାତରେ ଶିକାର ହୋଇଛି ଦଳ
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ନେତା ତଥା ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ, ଓଡ଼ିଶାରେ ପ୍ରଥମଥର ପାଇଁ ସର୍ବଭାରତୀୟ ପୁଲିସ ଡିଜି ସମ୍ମିଳନୀ ଚାଲିଛି
Politics
‘ମୁଁ ତଡ଼ା ଖିଆ ଲୋକଟିଏ’
ମୁଁ ବିଜେପିରୁ ବି ତଡ଼ା ଖାଇଛି। ସ୍କୁଲରୁ ଦୁଇ ତିନି ଥର ତଡ଼ା ଖାଇଛି। କଲେଜରୁ ୪/୫ ଥର ତଡ଼ା ଖାଇଛି। ମୁଁ ତଡ଼ା ଖିଆ ଲୋକଟିଏ।