Advertisment

ଭାଙ୍ଗିଯିବ ବିଜେଡିର ମହିଳା ଭୋଟ ବ୍ୟାଙ୍କ !

ସୁଭଦ୍ରା ଯୋଜନାରୁ ଲାଭାନ୍ୱିତ ମହିଳା ବିଜେଡିରୁ ମୁହଁ ଫେରାଇବେ ! ମହିଳା ଭୋଟର ସୁଭଦ୍ରା ଟଙ୍କା ପାଇ ବିଜେପି ଆଡକୁ ଢଳିବେ !

author-image
Manoj Swain

ସୁଭଦ୍ରା ଯୋଜନାରୁ ଲାଭାନ୍ୱିତ ମହିଳା ବିଜେଡିରୁ ମୁହଁ ଫେରାଇବେ ! ଭାଙ୍ଗିଯିବ ବିଜେଡିର ମହିଳା ଭୋଟ ବ୍ୟାଙ୍କ ! ମହିଳା ଭୋଟର ସୁଭଦ୍ରା ଟଙ୍କା ପାଇ ବିଜେପି ଆଡକୁ ଢଳିବେ। ତେଣୁ ଗାଁରେ ଗାଁରେ ଥିବା ମହିଳା ସଙ୍ଗଠନ ଭୁଷୁଡିଯିବ। ବୋଧହୁଏ ବିଜେଡିକୁ ଏମିତି କିଛି ଭୟ ଘାରିଛି। ମିଶନ ଶକ୍ତି ସ୍ୱୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ବିଜେଡି ଏକ ଭଲ ଭୋଟବ୍ୟାଙ୍କ ଗଢିଥିଲା। ହେଲେ ତାହା ଗତ ନିର୍ବାଚନରେ କାମ ଦେଲା ନାହିଁ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
Odisha BjD