Advertisment

‘କୌଣସି ବେଆଇନ କାମ ହୋଇନି, ଅସାମ୍ବିଧାନିକ କାମ ହୋଇନି’

ସରକାର ଏବେ ଯେଉଁ ପଦକ୍ଷେପ ନେଲେ, ତାହା ପୂର୍ବରୁ ନେଇଥିଲେ ଉଭୟ ସରକାର ଓ ତାଙ୍କ ଦଳର ଲାଭ ହୋଇଥା’ନ୍ତା: ନରସିଂହ ମିଶ୍ର

Advertisment

ଭିକେ ପାଣ୍ଡିଆନ୍‌ ଭିଆରଏସ୍‌ ନେବା ପରେ କଂଗ୍ରେସ ବିଧାୟକ ନରସିଂହ ମିଶ୍ର କହିଛନ୍ତି ଯେ ଏହି ଘଟଣା ତାଙ୍କୁ ଆଶ୍ଚର୍ଯ୍ୟଚକିତ କରି ନାହିଁ। ସେ ୩୦ ଜିଲ୍ଲା ବୁଲିବା ଯୋଗୁଁ ଯେଉଁ କ୍ଷତି ହୋଇଥିଲା, ତାର ଭରଣା ଉଦ୍ୟମ ହୋଇଛି। ସେଥିପାଇଁ ସରକାର ବ୍ୟାକଫୁଟ୍‌ରେ ଥିଲେ। ବହୁ ଚିନ୍ତା କରି ଏହି ନିଷ୍ପତ୍ତି ନେଇଛନ୍ତି। ଏହାକୁ ବିରୋଧୀଦଳ ସମାଲୋଚନା କରିପାରିବେନି। 

Advertisment
BjD Bjp Congress Narasingha Mishra Vk Pandian
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe