Advertisment

‘ସେମାନଙ୍କ ସେ ଅଭ୍ୟାସ ଯାଇନି, ଭାବୁଛନ୍ତି ଏବେବି ଶାସନରେ ଅଛନ୍ତି’

ସେମାନଙ୍କ ଶାସନ ଗଲାଣି, ବିଜେପିର ଶାସନ ଆସିଲାଣି- ଏ କଥା ସେମାନେ ବୁଝିବା ଦରକାର ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।  ହେଲେ କାହା ଉଦ୍ଦେଶ୍ୟରେ ଏ କଥା କହିଛନ୍ତି ସେ?

Advertisment

ବଦ୍ରି ପାତ୍ର ବହୁତ ସିନିୟର ଲୋକ। ସେ ଅଭିଜ୍ଞ ଲୋକ। ଓଡ଼ିଶା ରାଜନୀତିକ ପାଣିପାଗରେ ସେ ବହୁତ ଦିନ ଧରି ଅଛନ୍ତି। ସମସ୍ତଙ୍କୁ ପରୀକ୍ଷା କରିଛନ୍ତି। ସେ ଗତ କଥା ଜାଣିଛନ୍ତି। ବର୍ତ୍ତମାନ କଥା ଜାଣିଛନ୍ତି। ଏପରିକି ଭବିଷ୍ୟତରେ କ’ଣ ହେବ, ତାହା ବଦ୍ରି ପାତ୍ରଙ୍କ ଭଲ ଭାବେ ଜଣା। ଦେବାଶିଷ ସାମନ୍ତରାୟ, ମୁନ୍ନା ଖାଁ ଓ ଅତନୁ ସବ୍ୟସାଚୀ ପ୍ରମୁଖ ନେତାଙ୍କର ଧୈର୍ଯ୍ୟ ନାହିଁ। ଶାସନରେ ଥିଲେ, ଯାହା ଚାହୁଁଥିଲେ, ତାହା କରୁଥିଲେ। ସେମାନଙ୍କ ସେ ଅଭ୍ୟାସ ଯାଇନି। ସେମାନେ ଭାବୁଛନ୍ତି ଯେ ସେମାନେ ଏବେବି ଶାସନରେ ଅଛନ୍ତି। ସେମାନଙ୍କ ଶାସନ ଗଲାଣି, ବିଜେପିର ଶାସନ ଆସିଲାଣି- ଏ କଥା ସେମାନେ ବୁଝିବା ଦରକାର ବୋଲି କହିଛନ୍ତି ବିଜେପି ବିଧାୟକ ସରୋଜ ପାଢ଼ୀ।  

Advertisment
Bjp BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe