ମନ୍ତ୍ରୀଙ୍କ ଉପରେ ଥାର୍ଡ ଫ୍ଲୋର ଖପ୍ପା || Tushar Kanti Remark On Police-Lawyers Bond || Odisha Reporter
Advertisment
ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରାଙ୍କ ମନ୍ତବ୍ୟକୁ ନେଇ ବଢୁଛି ଅସନ୍ତୋଷ। ସରକାରଙ୍କୁ କାଠଗଡ଼ାରେ ଛିଡ଼ା କଲେ ତୁଷାରକାନ୍ତି। ମନ୍ତ୍ରୀଙ୍କ ମନ୍ତବ୍ୟକୁ ନେଇ ଦଳରେ ଝଡ଼। ଆଉ ମୁହଁ ନଖୋଲିବାକୁ ଆସିଲା ନିର୍ଦ୍ଦେଶ! ଓକିଲ, ପୋଲିସ୍ କଲେ ନାପସନ୍ଦ। ରାଜ୍ୟ ସରକାରଙ୍କୁ ନିଶାନା କଲେ ବିରୋଧୀ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us