ବିଜେପି ଆମର ପରମ ଶତ୍ରୁ। ବିଲକୁ ସାମ୍ୱିଧାନିକ ଦୃଷ୍ଟିକୋଣରୁ ସମର୍ଥନ କରିଛୁ ବୋଲି କହି ବିଜେଡି ସାଂସଦ ପିନାକୀ ମିଶ୍ରଙ୍କ ସଫେଇ।