Advertisment

ସରକାରୀ ବାବୁଙ୍କୁ ଧୋଇଦେଲେ କନକଲତା

ସର୍ବସମ୍ମୁଖରେ ବାବୁଙ୍କୁ ନାଲି ଆଖି ଦେଖାଇଲେ ପଞ୍ଚାୟତ ପ୍ରତିନିଧି। ଦୀର୍ଘ ଏକ ଘଣ୍ଟା ଧରି ଧୋଇଦେଲେ ଉପସ୍ଥିତ ବାବୁଙ୍କୁ। ଏମିତି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକ କାର୍ଯ୍ୟଳୟରେ। ବ୍ଲକ୍ କାର୍ଯ୍ୟଳୟରେ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ବେଳେ ବରିଷ୍ଠ ନାରୀନେତ୍ରୀ ତଥା ଜିଲ୍ଲା ପରିଷଦ ସଦସ୍ୟ କନକଲତା ପେଣ୍ଠିଆ ନିଜ ଅଞ୍ଚଳର ବିକାଶ ମୂଳକ କାର୍ଯ୍ୟରେ ସରକାରୀ ବାବୁ ତଥା ପଞ୍ଚାୟତ ଅଧିକାରୀ ପଞ୍ଚାୟତ ପ୍ରତିନିଧିଙ୍କ କଥା ମାନୁନଥିବା ଅଭିଯୋଗ କରିଛନ୍ତି। ଏପରିକି କୁନ୍ଦୁରା ବ୍ଲକରେ ବିଜେଡି ନେତାଙ୍କୁ ଉନ୍ନୟନ ମୂଳକ କାର୍ଯ୍ୟ ତଥା ଠିକା କାମ ଦିଆଯାଉନଥିବା ଅଭିଯୋଗ କରିଥିଲେ।

author-image
Debendra Prusty

Odisha Women Empowered Women Empowerment Odisha Odisha Politics