Advertisment

୫ ଦିନରେ ତିନି ଥର ଦଳ ଡିଆଁ

ବାଲିଆପାଳ ରାଜନୀତିରେ ଘଡିକେ ଘୋଡା ଛୁଟୁଛି

Advertisment

କୁହାଯାଏ ଏଣ୍ଡୁଅ ରଙ୍ଗ ବଦଳାଏ। ହେଲେ ଜଣେ ରାଜନେତା କ’ଣ ଏତେ ଶୀଘ୍ର ରଙ୍ଗ ବଦଳାଇପାରେ ? ତାହା ସହଜରେ ବିଶ୍ୱାସ କରିହେଉ ନାହିଁ। ଗତ ୫ ଦିନ ଭିତରେ ଜଣେ ନେତା କଂଗ୍ରେସ ଓ ବିଜେଡି ଭିଡରେ ଡିଆଁ ମାରୁଛନ୍ତି। ଆଉ ତାଙ୍କୁ ନେବା ପାଇଁ ନେତାଙ୍କ ଭିତରେ ପ୍ରତିଯୋଗିତା ଚାଲିଛି। ଏମିତି ବାରମ୍ୱାର ରଙ୍ଗ ବଦଳାଉଥିବା ନେତା ଜଣକ ହେଉଛନ୍ତି ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ୍ ଶ୍ରୀରାମପୁର ପଞ୍ଚାୟତର ଦେବ କୁମାର ଦେ। ଦେଖନ୍ତୁ ପୂରା ରିପୋର୍ଟ। 

Advertisment
BjD Congress Balasore Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe