ଏଥର ଫେସବୁକ ଆଉ ଟ୍ବିଟରରେ ଦେଖାଦେଖି | Odisha Reporter
Advertisment
ବିଜେପିକୁ କାଉଣ୍ଟର କରିବ ବିଜେଡି। ଦେଖାଦେଖି ହେବେ ଫେସବୁକ, ଟ୍ବିଟର ଆଉ ଇନଷ୍ଚାରେ। ବିଜେପିକୁ କାଉଣ୍ଟର ପାଇଁ ଟ୍ରେନିଂ ନେଉଛନ୍ତି ବିଜେଡି ନେତା। ବିଜେପି ବି ରେଡି କଲା କାଉଣ୍ଟର ପ୍ଲାନ। ବାଣ ତମେ ମାରିଲେ ବାଣ ଆମେ ମାରିବୁ। କେହି କାହିରକୁ ଆଉ ଛାଡିବେନି। ବିଜେପିର ସାଇବର ଆର୍ମିକୁ କାଉଣ୍ଟର କରିବା ପାଇଁ ବିଜେଡି ରେଡି କଲା ସୋସିଆଲ ମିଡିଆ ଆର୍ମି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us