‘ଏଥର ଐତିହାସିକ ନିର୍ବାଚନ ହେବ’ | Odisha Reporter
'ଏଥର ଐତିହାସିକ ନିର୍ବାଚନ ହେବ।' ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା। କହିଲେ, ଏଥର ଐତିହାସିକ ନିର୍ବାଚନ ହେବ, ସାଢ଼େ ୪ କୋଟି ଲୋକ ନିର୍ବାଚନ ଲଢ଼ିବେ, ଏଥର ଲୋକଙ୍କ ଅସନ୍ତୋଷର ବିସ୍ଫୋରଣ ହେବ, କେନ୍ଦ୍ର ସରକାରଙ୍କ ସଫଳତା ଉପରେ ଲୋକେ ଏଥର ଭୋଟ୍ ଦେବେ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
