Advertisment

ଏଥର ଐତିହାସିକ ନିର୍ବାଚନ ହେବ

ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା। କହିଲେ, ଏଥର ଐତିହାସିକ ନିର୍ବାଚନ ହେବ, ସାଢ଼େ ୪ କୋଟି ଲୋକ ନିର୍ବାଚନ ଲଢ଼ିବେ, ଏଥର ଲୋକଙ୍କ ଅସନ୍ତୋଷର ବିସ୍ଫୋରଣ ହେବ, କେନ୍ଦ୍ର ସରକାରଙ୍କ ସଫଳତା ଉପରେ ଲୋକେ ଏଥର ଭୋଟ୍‌ ଦେବେ।

Advertisment

'ଏଥର ଐତିହାସିକ ନିର୍ବାଚନ ହେବ।' ନବ ନିଯୁକ୍ତ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପ୍ରତିକ୍ରିୟା। କହିଲେ, ଏଥର ଐତିହାସିକ ନିର୍ବାଚନ ହେବ, ସାଢ଼େ ୪ କୋଟି ଲୋକ ନିର୍ବାଚନ ଲଢ଼ିବେ, ଏଥର ଲୋକଙ୍କ ଅସନ୍ତୋଷର ବିସ୍ଫୋରଣ ହେବ, କେନ୍ଦ୍ର ସରକାରଙ୍କ ସଫଳତା ଉପରେ ଲୋକେ ଏଥର ଭୋଟ୍‌ ଦେବେ।

Advertisment
Bjp Odisha Manmohan Samal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe