Advertisment

‘ଯେଉଁମାନେ ଦଳ ପାଇଁ କିଛି କରି ନାହାନ୍ତି, ସେମାନେ ଖସୁଛନ୍ତି’

ତୃଣମୂଳ ସ୍ତରରେ ବିଜେଡି ଏବେ ବି ସୁଦୃଢ଼ ରହିଛି ବୋଲି କହିଛନ୍ତି ପୂର୍ବତନ ବିଧାୟକ ସୁଧୀର ସାମଲ।

author-image
Jitendra Garnayak

ଯେଉଁମାନେ ଦଳ ପାଇଁ କିଛି କରିନଥିଲେ, ସେମାନଙ୍କୁ ନବୀନ ବାବୁ ସରପ୍ରାଇଜ୍ ଦେଇଥିଲେ। ସେଇମାନେ ହିଁ ଦଳରୁ ଖସୁଛନ୍ତି। ତୃଣମୂଳ ସ୍ତର ଆମର ଷ୍ଟ୍ରଙ୍ଗ୍ ଅଛି। ଲୋକେ ବୁଝି ଗଲେଣି ବିଜେପିକୁ ଭୋଟ୍‌ ଦେଇ ଭୁଲ କରିଛନ୍ତି। ଶୁଣନ୍ତୁ ଆଉ କ'ଣ କହିଛନ୍ତି ବିଜେଡି ନେତା ସୁଧୀର ସାମଲ।

Advertisment
BjD