ଯେଉଁମାନେ ଦଳ ପାଇଁ କିଛି କରିନଥିଲେ, ସେମାନଙ୍କୁ ନବୀନ ବାବୁ ସରପ୍ରାଇଜ୍ ଦେଇଥିଲେ। ସେଇମାନେ ହିଁ ଦଳରୁ ଖସୁଛନ୍ତି। ତୃଣମୂଳ ସ୍ତର ଆମର ଷ୍ଟ୍ରଙ୍ଗ୍ ଅଛି। ଲୋକେ ବୁଝି ଗଲେଣି ବିଜେପିକୁ ଭୋଟ୍ ଦେଇ ଭୁଲ କରିଛନ୍ତି। ଶୁଣନ୍ତୁ ଆଉ କ'ଣ କହିଛନ୍ତି ବିଜେଡି ନେତା ସୁଧୀର ସାମଲ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
‘ଆଉ କେହି ନବୀନ ବାବୁଙ୍କୁ ଛାଡ଼ିବେନି’
‘ବିଜେପିର ରାଜ୍ୟସଭାରେ ସଂଖ୍ୟା ନାହିଁ। ତେଣୁ ସେମାନେ ଏଭଳି କାମ କରୁଛନ୍ତି।’
Politics
ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ସାଂସଦ-ବିଧାୟକ କଥା କଟାକଟି
ସ୍ଥିତିକୁ ମୁଖ୍ୟମନ୍ତ୍ରୀ ସମ୍ଭାଳିନେବା ସହିତ ଜଗନ୍ନାଥ ସାଗରର ବିକାଶ ନେଇ ଦେଇଥିଲେ ପ୍ରତିଶ୍ରୁତି।
Politics
ନବୀନ ନୁହେଁ ପାଣ୍ଡିଆନଙ୍କୁ ସମାଲୋଚନା କଲେ ଚିହିଁକି ଉଠୁଛି ବିଜେଡି
ଶ୍ରୀ ପାତ୍ର କହିଛନ୍ତି ଯେ, ଗତକାଲି(୧୩ତାରିଖ) ରାତି ୯ଟାରେ ଓଡ଼ିଶା ବିଜେପିର ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟ ‘ଏକ୍ସ’ରେ ଏକ ଅତ୍ୟନ୍ତ ଅରୁଚିକର କାର୍ଟୁନ ପ୍ରକାଶିତ ହୋଇଛି ।
Politics
ପରିବାରବାଦକୁ ଟାର୍ଗେଟ; କଂଗ୍ରେସ ମୁହଁରେ ସମ୍ବିଧାନ ଶୋଭା ପାଉନି କହିଲେ ପ୍ରଧାନମନ୍ତ୍ରୀ
କଂଗ୍ରେସର ପ୍ରିୟ ଶବ୍ଦ ‘ଜୁମଲା’ କହି ତାଚ୍ଛଲ୍ୟ କଲେ ପ୍ରଧାନମନ୍ତ୍ରୀ। ପରିବାଦ ପ୍ରସଙ୍ଗ ଉଠାଇ ନେହେରୁଙ୍କଠାରୁ ଇନ୍ଦିରା, ରାଜୀବ ଓ ରାହୁଲ ଗାନ୍ଧୀଙ୍କୁ କଲେ ଟାର୍ଗେଟ।
National
ସମ୍ବିଧାନ ଭାରତୀୟ ଏକତାର ପ୍ରତୀକ: ପ୍ରଧାନମନ୍ତ୍ରୀ
ସଂସଦରେ ସମ୍ବିଧାନ ଉପରେ ବିତର୍କରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ। କହିଲେ ବିବିଧତା ଭିତରେ ଏକତା ହେଊଛି ଆମର ଶକ୍ତି।