ଛତିଶଗଡ଼ରେ କଂଗ୍ରେସର ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶାର ୩ ନେତା

ଛତିଶଗଡ଼ର ୯୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ ।

Sarat Patnaik

ପିସିସି ସଭାପତି ଶରତ ପଟ୍ଟନାୟକ (ଫାଇଲ ଫଟୋ)

Ordigital Desk
  • Published: Saturday, 21 October 2023
  • Updated: 21 October 2023, 07:11 PM IST

Sports

Latest News

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ଜାରି ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଓଡ଼ିଶାର ୩ଜଣ ନେତା ସ୍ଥାନ ପାଇଛନ୍ତି । ପିସିସି ସଭାପତି ଶରତ ପଟ୍ଟନାୟକ, ବିହାରରେ କଂଗ୍ରେସ ପ୍ରଭାରୀ ଭକ୍ତ ଦାସ ଓ କୋରାପୁଟ ସାଂସଦ ସପ୍ତଗିରି ଉଲାକାଙ୍କୁ ଏହି ଷ୍ଟାର ପ୍ରଚାରକ ତାଲିକାରେ ସ୍ଥାନ ମିଳିଛି ।

ଛତିଶଗଡ଼ର ୯୦ ଆସନ ବିଶିଷ୍ଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ନିର୍ବାଚନ ଅନୁଷ୍ଠିତ ହେବ । ପ୍ରଥମ ପର୍ଯ୍ୟାୟରେ ୨୦ଟି ଆସନ ପାଇଁ ଭୋଟ୍ ଗ୍ରହଣ ନଭେମ୍ବର ୭ତାରିଖରେ ଓ ଦ୍ୱିତୀୟ ପର୍ଯ୍ୟାୟରେ ବାକି ୭୦ଟି ଆସନରେ ନଭେମ୍ବର ୧୭ତାରିଖରେ ମତଦାନ ହେବ । ଏବେ ଛତିଶଗଡ଼ରେ କଂଗ୍ରେସ କ୍ଷମତାରେ ରହିଛି ।

Also Read

ଦଳ ପକ୍ଷରୁ ଜାରି ୪୦ଜଣିଆ ଷ୍ଟାର ପ୍ରଚାରକ ତାଲିକାରେ ଏଆଇସିସି ସଭାପତି ମଲ୍ଳିକାର୍ଜୁନ ଖଡଗେଙ୍କ ସମେତ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି ଓ ପ୍ରିୟଙ୍କା ଭଦ୍ରାଙ୍କ ସମେତ ଅଧୀର ରଞ୍ଜନ ଚୌଧୁରୀ, ଅଜୟ ମାକେନଙ୍କ ଭଳି ନେତାଙ୍କୁ ସ୍ଥାନ ମିଳିଛି । ଛତିଶଗଡ଼ର କିଛି ଜିଲ୍ଲା ଓଡ଼ିଶା ସୀମାବର୍ତ୍ତୀ ହୋଇଥିବାରୁ  ୩ଜଣ ଓଡ଼ିଆ ନେତାଙ୍କୁ ଷ୍ଟାର ପ୍ରଚାରକ ତାଲିକାରେ ସାମିଲ କରି ଓଡ଼ିଆ ଭାଷାଭାଷୀ ଭୋଟକୁ ହାତେଇବାକୁ କଂଗ୍ରେସ ଲକ୍ଷ୍ୟ ରଖିଛି ।

ଛତିଶଗଡ଼ ବିଧାନସଭା ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକାରେ ରାଜ୍ୟର ୩ଜଣ ପ୍ରମୁଖ ନେତାଙ୍କୁ ସାମିଲ କରାଯାଇଥିବାରୁ ପ୍ରଦେଶ କଂଗ୍ରେସ କମିଟି ଉତ୍ସାହିତ ଅଛି । ଛତିଶଗଡ଼ ବିଧାନସଭାର କାର୍ଯ୍ୟକାଳ ଜାନୁୟାରୀ ୩ତାରିଖରେ ଶେଷ ହେବ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story