ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼

ସଂପୃକ୍ତ ଯୁବକକୁ କାବୁ କରି ନିର୍ଧୂମ ଛେଚିଲେ ବିଜେଡି କର୍ମୀ ।

Manoj Swain
  • Published: Thursday, 22 February 2024
  • Updated: 22 February 2024, 01:51 PM IST

Sports

Latest News

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ 5Tଟି ଅଧ୍ୟକ୍ଷ ଭି .କେ ପାଣ୍ଡିଆନଙ୍କ ଉପରକୁ ଆଜି ଟମାଟୋ ମାଡ଼ ହୋଇଛି। ସଂପୃକ୍ତ ଯୁବକକୁ କାବୁ କରି ନିର୍ଧୂମ ଛେଚିଲେ ବିଜେଡି କର୍ମୀ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos