ପାଣ୍ଡିଆନଙ୍କ ଉପରକୁ ଟମାଟୋ ମାଡ଼ ! | Odisha Reporter
Advertisment
ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଠାରେ ଆୟୋଜିତ ‘ଆମ ଓଡ଼ିଶା ନବୀନ ଓଡିଶା’ କାର୍ଯ୍ୟକ୍ରମରେ 5Tଟି ଅଧ୍ୟକ୍ଷ ଭି .କେ ପାଣ୍ଡିଆନଙ୍କ ଉପରକୁ ଆଜି ଟମାଟୋ ମାଡ଼ ହୋଇଛି। ସଂପୃକ୍ତ ଯୁବକକୁ କାବୁ କରି ନିର୍ଧୂମ ଛେଚିଲେ ବିଜେଡି କର୍ମୀ ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us