Advertisment

ଠିକ୍ ଟାଇମରେ ଠିକ୍ କାର୍ଡ!

ଅପେକ୍ଷା କରିଥିଲେ, ଠିକ୍ ଟାଇମରେ କାର୍ଡ ଖେଳିଲେ। ଗୋଟେପଟେ ମହିଳା ସଂରକ୍ଷଣ ବିଲ୍, ଅନ୍ୟପଟେ ମହିଳା ବାଚସ୍ପତି। ଦେଶରେ ନେତା ହେବେ ଅଧିକ ମହିଳା, ଓଡ଼ିଶାରେ ବାଚସ୍ପତି ମହିଳା। ନବୀନଙ୍କ ସରକାରରେ ରାଜ୍ୟ ଦେଖିବ ପ୍ରଥମ ମହିଳା ବାଚସ୍ପତି।

author-image
Debendra Prusty

ଅପେକ୍ଷା କରିଥିଲେ, ଠିକ୍ ଟାଇମରେ କାର୍ଡ ଖେଳିଲେ। ଗୋଟେପଟେ ମହିଳା ସଂରକ୍ଷଣ ବିଲ୍, ଅନ୍ୟପଟେ ମହିଳା ବାଚସ୍ପତି। ଦେଶରେ ନେତା ହେବେ ଅଧିକ ମହିଳା, ଓଡ଼ିଶାରେ ବାଚସ୍ପତି ମହିଳା। ନବୀନଙ୍କ ସରକାରରେ ରାଜ୍ୟ ଦେଖିବ ପ୍ରଥମ ମହିଳା ବାଚସ୍ପତି। 

Advertisment
Odisha BjD Bjp Naveen Patnaik Women Empowerment