ଅପେକ୍ଷା କରିଥିଲେ, ଠିକ୍ ଟାଇମରେ କାର୍ଡ ଖେଳିଲେ। ଗୋଟେପଟେ ମହିଳା ସଂରକ୍ଷଣ ବିଲ୍, ଅନ୍ୟପଟେ ମହିଳା ବାଚସ୍ପତି। ଦେଶରେ ନେତା ହେବେ ଅଧିକ ମହିଳା, ଓଡ଼ିଶାରେ ବାଚସ୍ପତି ମହିଳା। ନବୀନଙ୍କ ସରକାରରେ ରାଜ୍ୟ ଦେଖିବ ପ୍ରଥମ ମହିଳା ବାଚସ୍ପତି।