Advertisment

ଉପରାଷ୍ଟ୍ରପତିଙ୍କ ମିମିକ୍ରି କଲେ ଟିଏମସି ସାଂସଦ

ଉଭୟ ସଦନରୁ ସସ୍‌ପେଣ୍ଡ ହେଲେଣି ମୋଟ ୧୩୩ ସାଂସଦ। ଏହାରି ଭିତରେ ଏକ ଅଭାବନୀୟ ଘଟଣା ଘଟିଛି।

Advertisment

ଲୋକସଭାରୁ ୪୧ ସାଂସଦ ସସ୍‌ପେଣ୍ଡ। ଆଜିର ୪୧ ଜଣଙ୍କୁ ମିଶାଇ ଲୋକସଭାରୁ ୮୭ ସାଂସଦ ସସ୍‌ପେଣ୍ଡ। ଉଭୟ ସଦନରୁ ସସ୍‌ପେଣ୍ଡ ହେଲେଣି ମୋଟ ୧୩୩ ସାଂସଦ। ଏହାରି ଭିତରେ ଏକ ଅଭାବନୀୟ ଘଟଣା ଘଟିଛି। ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନକଡ଼ଙ୍କ ମିମିକ୍ରି କଲେ ଟିଏମସି ସାଂସଦ କଲ୍ୟାଣ ବାନାର୍ଜୀ।

Advertisment
Delhi TMC MP Parliament Parliament Session
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe