ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ୬ ଲୋକସଭା ଓ ତତ୍ସଂଲଗ୍ନ ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା ବେଳେ ଅନେକ ହେବିୱେଟ୍ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ପର୍ଯ୍ୟାୟରେ। ତେବେ ଏହି ପର୍ଯ୍ୟାୟରେ ହେଉଥିବା ଭୋଟଗ୍ରହଣର ସବିଶେଷ ତଥ୍ୟ ଆସନ୍ତୁ ଜାଣିବା।
- ୧୦,୭୯୨ ବୁଥ୍
- ଲୋକସଭା ପ୍ରାର୍ଥୀ- ୫୨(୪୦ ପୁରୁଷ, ୧୨ ମହିଳା)
- ବିଧାନସଭା ପ୍ରାର୍ଥୀ- ୩୩୬(୩୦୧ ପୁରୁଷ, ୩୪ ମହିଳା,୧ କିନ୍ନର)
- ମୋଟ ଭୋଟର- ୯୫ ଲକ୍ଷ୍ୟ ୬୫୩
- କିନ୍ନର ଭୋଟର- ୫୯୫
- ୧୫୪୫୦ ବେତନଭୋଗୀ ଭୋଟର
- ୭୨୩୬୩ ପୋଲିଂ କର୍ମଚାରୀ
- କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ୧୦୫ ବୁଥ୍
- ମତଦାନ କାର୍ଯ୍ୟରେ ଲାଗିଛି ୧୦,୩୨୬ ଗାଡି
- ୩୦୯୨ ବୁଥ୍ ସମ୍ବେଦନଶୀଳ
- ୫୫୪ ସିସିଟିଭି
- ୫୯୫ ମାଇକ୍ରୋ ଅବ୍ଜର୍ଭର
- ଜିପିଏସ୍ ନିରୀକ୍ଷଣରେ ୧୨୧୬ ଗାଡି
- ୧୮୬୪୫୫ ଭିନ୍ନକ୍ଷମ ଭୋଟର
- ୨୧୬୨୮ ଭିନ୍ନକ୍ଷମଙ୍କ ନିମିତ୍ତ ସ୍ୱେଚ୍ଛାସେବୀ