Advertisment

ଓଡ଼ିଶାର ୧୦,୭୯୨ ବୁଥ୍‌ରେ କାଲି ହେବ ଭୋଟ ଗ୍ରହଣ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ୬ ଲୋକସଭା ଓ ତତ୍‌ସଂଲଗ୍ନ ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା ବେଳେ ଅନେକ ହେବିୱେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ପର୍ଯ୍ୟାୟରେ। ତେବେ ଏହି ପର୍ଯ୍ୟାୟରେ ହେଉଥିବା ଭୋଟଗ୍ରହଣର ସବିଶେଷ ତଥ୍ୟ ଆସନ୍ତୁ ଜାଣିବା। ୧୦,୭୯୨ ବୁଥ୍‌ ଲୋକସଭା ପ୍ରାର୍ଥୀ- ୫୨(୪୦ ପୁରୁଷ, ୧୨ ମହିଳା) ବିଧାନସଭା ପ୍ରାର୍ଥୀ- ୩୩୬(୩୦୧ ପୁରୁଷ, ୩୪ ମହିଳା,୧ କିନ୍ନର) ମୋଟ ଭୋଟର- ୯୫ ଲକ୍ଷ୍ୟ […]

ଓଡ଼ିଶାର ୧୦,୭୯୨ ବୁଥ୍‌ରେ କାଲି ହେବ ଭୋଟ ଗ୍ରହଣ

1d

Advertisment

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ରାତି ପାହିଲେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ। ୬ ଲୋକସଭା ଓ ତତ୍‌ସଂଲଗ୍ନ ବିଧାନସଭା ଆସନ ପାଇଁ ଏହି ପର୍ଯ୍ୟାୟରେ ଭୋଟ ଗ୍ରହଣ ହେଉଥିବା ବେଳେ ଅନେକ ହେବିୱେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ ଏହି ପର୍ଯ୍ୟାୟରେ। ତେବେ ଏହି ପର୍ଯ୍ୟାୟରେ ହେଉଥିବା ଭୋଟଗ୍ରହଣର ସବିଶେଷ ତଥ୍ୟ ଆସନ୍ତୁ ଜାଣିବା।

Advertisment
  1. ୧୦,୭୯୨ ବୁଥ୍‌
  2. ଲୋକସଭା ପ୍ରାର୍ଥୀ- ୫୨(୪୦ ପୁରୁଷ, ୧୨ ମହିଳା)
  3. ବିଧାନସଭା ପ୍ରାର୍ଥୀ- ୩୩୬(୩୦୧ ପୁରୁଷ, ୩୪ ମହିଳା,୧ କିନ୍ନର)
  4. ମୋଟ ଭୋଟର- ୯୫ ଲକ୍ଷ୍ୟ ୬୫୩
  5. କିନ୍ନର ଭୋଟର- ୫୯୫
  6. ୧୫୪୫୦ ବେତନଭୋଗୀ ଭୋଟର
  7. ୭୨୩୬୩  ପୋଲିଂ କର୍ମଚାରୀ
  8. କେବଳ ମହିଳାଙ୍କ ଦ୍ୱାରା ପରିଚାଳିତ ହେବ ୧୦୫ ବୁଥ୍‌
  9. ମତଦାନ କାର୍ଯ୍ୟରେ ଲାଗିଛି ୧୦,୩୨୬ ଗାଡି
  10. ୩୦୯୨ ବୁଥ୍‌ ସମ୍ବେଦନଶୀଳ
  11. ୫୫୪ ସିସିଟିଭି
  12. ୫୯୫ ମାଇକ୍ରୋ ଅବ୍‌ଜର୍ଭର
  13. ଜିପିଏସ୍‌ ନିରୀକ୍ଷଣରେ ୧୨୧୬ ଗାଡି
  14. ୧୮୬୪୫୫ ଭିନ୍ନକ୍ଷମ ଭୋଟର
  15. ୨୧୬୨୮ ଭିନ୍ନକ୍ଷମଙ୍କ ନିମିତ୍ତ ସ୍ୱେଚ୍ଛାସେବୀ
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe