Advertisment

ଆଜି ବିଜେଡ଼ି ବିଧାୟକଙ୍କ ପାଠଶାଳା; ତାଲିମ ନେବେ୧୮ ନବ-ନିର୍ବାଚିତ ବିଧାୟକ

ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ।।

ଅଦ୍ୟତନ ହୋଇଛି
BJD

BJD

Advertisment

ଆଜି ସକାଳ ୧୦ଟାରୁ ଆରମ୍ଭ ହେବ ବିଜେଡିର ନବ-ନିର୍ବାଚିତ ବିଧାୟକଙ୍କ ପ୍ରଶିକ୍ଷଣ ଶିବିର। ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ପ୍ରଶିକ୍ଷଣ ଶିବିରକୁ ଉଦଘାଟନ କରିବେ। ଶଙ୍ଖ ଭବନରେ ବିଜେଡ଼ି ବିଧାୟକ ନେବେ ପ୍ରଶିକ୍ଷଣ।

Advertisment

ନବ-ନିର୍ବାଚିତ ୧୮ ବିଜେଡି ବିଧାୟକଙ୍କ ସମେତ ଅନ୍ୟ ବିଧାୟକ ମାନେ ବି ତାଲିମ୍ ନେବେ।।ବିଧାନସଭା ନୀତି ଓ ବିଧି ବ୍ୟବସ୍ଥା ସମ୍ପର୍କରେ ଦଳର ଅଭିଜ୍ଞ ବିଧାୟକ ଓ ନେତା ପ୍ରଶିକ୍ଷଣ ଦେବେ।।

ବିଧାନସଭାରେ ଗତ ୧୭ ଓ ୧୮ ତାରିଖରେ ଅୟୋଜିତ ବିଧାୟକ ପ୍ରଶିକ୍ଷଣ ଶିବିରକୁ ବିଜେପିର ଦଳୀୟ ପ୍ରଶିକ୍ଷଣ ଶିବିର ଦର୍ଶାଇ ବୟକଟ୍ କରିଥିଲା ବିଜେଡି। ସେହିପରି କଂଗ୍ରେସ ମଧ୍ୟ ଏହି ପ୍ରଶିକ୍ଷଣ ଶିବିରରେ ଯୋଗ ଦେଇନଥିଲା।

Advertisment
Bhubaneswar BjD
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe