ବିଭାଗ ଜାଣେନି, ମନ୍ତ୍ରୀ ଜାଣନ୍ତି !

ବଢ଼ିଛି 5ଟି ସଚିବଙ୍କ ଏୟାରକ୍ରାଫ୍ଟ ଓ ହେଲିକପ୍ଟରରେ ଉଡ଼ିବାର ନିଶା ।

Manoj Swain
  • Published: Tuesday, 05 September 2023
  • Updated: 05 September 2023, 10:48 AM IST

ପାଣ୍ଡିଆନଙ୍କ ଆକାଶ ବୁଲାର ହିସାବ ଦେବେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ହେଲିକପ୍ଟରରେ ବୁଲିଲେ ସଚିବ, ବିଧାନସଭାରେ କହିବେ ମନ୍ତ୍ରୀ।  ବଢ଼ିଛି 5ଟି ସଚିବଙ୍କ ଏୟାରକ୍ରାଫ୍ଟ ଓ ହେଲିକପ୍ଟରରେ ଉଡ଼ିବାର ନିଶା । ପରିବହନ ବିଭାଗ ପାଖରେ ନାହିଁ ବିମାନ ଉଡ଼ା ଖର୍ଚ୍ଚ: ଆରଟିଆଇ। ହେଲେ ପରିବହନ ମନ୍ତ୍ରୀ  ଟୁକୁନି ସାହୁ ଟ୍ୱିଟରରେ କହୁଛନ୍ତି ମୁଁ ବିଧାନସଭାରେ ଦେବି ଉତ୍ତର ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos