ବିଭାଗ ଜାଣେନି, ମନ୍ତ୍ରୀ ଜାଣନ୍ତି! | Odisha Reporter
Advertisment
ପାଣ୍ଡିଆନଙ୍କ ଆକାଶ ବୁଲାର ହିସାବ ଦେବେ ପରିବହନ ମନ୍ତ୍ରୀ ଟୁକୁନି ସାହୁ । ହେଲିକପ୍ଟରରେ ବୁଲିଲେ ସଚିବ, ବିଧାନସଭାରେ କହିବେ ମନ୍ତ୍ରୀ। ବଢ଼ିଛି 5ଟି ସଚିବଙ୍କ ଏୟାରକ୍ରାଫ୍ଟ ଓ ହେଲିକପ୍ଟରରେ ଉଡ଼ିବାର ନିଶା । ପରିବହନ ବିଭାଗ ପାଖରେ ନାହିଁ ବିମାନ ଉଡ଼ା ଖର୍ଚ୍ଚ: ଆରଟିଆଇ। ହେଲେ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଟ୍ୱିଟରରେ କହୁଛନ୍ତି ମୁଁ ବିଧାନସଭାରେ ଦେବି ଉତ୍ତର ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us