ରାଜ୍ୟରେ ଆଦିବାସୀ ବିରୋଧି ନିତୀ । ଦିଲ୍ଲୀରେ କିନ୍ତୁ ଆଦିବାସୀ ମାନଙ୍କ ପାଇଁ ଦରଦ । ବିଜେଡିର ଏଭଳି ଡବଲ ଷ୍ଟାଣ୍ଡର୍ଡକୁ ନେଇ ଉଠିଲା ପ୍ରଶ୍ନ । ଛତିଶଗଡ଼ ଓ ମଧ୍ୟପ୍ରଦେଶ ନିର୍ବାଚନ ଫଳାଫଳକୁ ନେଇ ଭୟଭୀତ କି ବିଜେଡି ?