‘ନିୟମ ବଦଳି ପଛରେ ଅଣଓଡିଆ ଜମି ମାଫିଆ’ | Odisha Reporter
ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମ ପଛରେ ରହିଛି ବଡ ପ୍ଲାନ। ଅଣଓଡ଼ିଆ ଜମିମାଫିଆ ଓ କର୍ପୋରେଟକୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କୋହଳ କରିଥିଲେ ସରକାର। କ୍ୟାବିନେଟରେ ନିୟମ ପରିବର୍ତ୍ତନ ପଛରେ ରହିଛି ବଡ କାରଣ। କିଛି ଏଭଳି କହି ସିଧା ଆପତ୍ତି ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ସୋଶାଲ ମିଡିଆରେ ଏନେଇ ପୋଷ୍ଟ କରିବା ସହ ସିଏମଓକୁ ସିଧା ପ୍ରଶ୍ନ କରି ଉତ୍ତର ଲୋଡିଛନ୍ତି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
