Advertisment

‘ନିୟମ ବଦଳି ପଛରେ ଅଣଓଡିଆ ଜମି ମାଫିଆ’

'ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମ ପଛରେ ରହିଛି ବଡ ପ୍ଲାନ। ଅଣଓଡ଼ିଆ ଜମିମାଫିଆ ଓ କର୍ପୋରେଟକୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କୋହଳ କରିଥିଲେ ସରକାର।'

Advertisment

ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମ ପଛରେ ରହିଛି ବଡ ପ୍ଲାନ। ଅଣଓଡ଼ିଆ ଜମିମାଫିଆ ଓ କର୍ପୋରେଟକୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କୋହଳ କରିଥିଲେ ସରକାର। କ୍ୟାବିନେଟରେ ନିୟମ ପରିବର୍ତ୍ତନ ପଛରେ ରହିଛି ବଡ କାରଣ। କିଛି ଏଭଳି କହି ସିଧା ଆପତ୍ତି ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ। ସୋଶାଲ ମିଡିଆରେ ଏନେଇ ପୋଷ୍ଟ କରିବା ସହ ସିଏମଓକୁ ସିଧା ପ୍ରଶ୍ନ କରି ଉତ୍ତର ଲୋଡିଛନ୍ତି।

Advertisment
Odisha Bjp Aparajita Sarangi
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe