Advertisment

ବିଜେଡି କର୍ମୀ ସମାବେଶରେ ତୁମୁଳକାଣ୍ଡ: ଭାଙ୍ଗିଲା ଚେୟାର

ସମାବେଶ ଚାଲିଥିବା ବେଳେ ହଠାତ୍ କିଛି ଯୁବକ ପଶି ଆସି ବାଣ ଫୁଟାଇଥିଲେ ଏବଂ ଚେୟାର ଭଙ୍ଗାରୁଜା କରିଥିଲେ।

author-image
Manoj Swain

ବିଜେଡି କର୍ମୀ ସମାବେଶରେ ତୁମୁଳକାଣ୍ଡ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦୋମୁହାଣୀ ପଂଚାୟତରେ ଗତକାଲି ବିଜେଡି ପକ୍ଷରୁ କର୍ମୀ ସମାବେଶ ଓ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ସମାବେଶ ଚାଲିଥିବା ବେଳେ ହଠାତ୍ କିଛି ଯୁବକ ପଶି ଆସି ବାଣ ଫୁଟାଇଥିଲେ ଏବଂ ଚେୟାର ଭଙ୍ଗାରୁଜା କରିଥିଲେ।

Advertisment
Odisha BjD Ganjam