Advertisment

ବିଜେଡି କର୍ମୀ ସମାବେଶରେ ତୁମୁଳକାଣ୍ଡ: ଭାଙ୍ଗିଲା ଚେୟାର

ସମାବେଶ ଚାଲିଥିବା ବେଳେ ହଠାତ୍ କିଛି ଯୁବକ ପଶି ଆସି ବାଣ ଫୁଟାଇଥିଲେ ଏବଂ ଚେୟାର ଭଙ୍ଗାରୁଜା କରିଥିଲେ।

Advertisment

ବିଜେଡି କର୍ମୀ ସମାବେଶରେ ତୁମୁଳକାଣ୍ଡ। ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦୋମୁହାଣୀ ପଂଚାୟତରେ ଗତକାଲି ବିଜେଡି ପକ୍ଷରୁ କର୍ମୀ ସମାବେଶ ଓ ଧନ୍ୟବାଦ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ତେବେ ସମାବେଶ ଚାଲିଥିବା ବେଳେ ହଠାତ୍ କିଛି ଯୁବକ ପଶି ଆସି ବାଣ ଫୁଟାଇଥିଲେ ଏବଂ ଚେୟାର ଭଙ୍ଗାରୁଜା କରିଥିଲେ।

Advertisment
Ganjam BjD Odisha
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe