Unauthorized Occupation Of Government Quarters By Politicians And Journalists | Odisha Reporter
Advertisment
ରାଜ୍ୟ ସରକାରଙ୍କ ପକ୍ଷରୁ ଶସ୍ତା ଭଡ଼ାରେ ସରକାରୀ କ୍ବାର୍ଟର୍ସ ପାଇଥିବା ଅନେକ ନେତା ଓ ସାମ୍ବାଦିକ ଘର ଛାଡ଼ୁନାହାନ୍ତି। ଅନୁମତି ବାତିଲ ପରେ ବି କ୍କାର୍ଟର୍ସରେ ଅଛନ୍ତି ୯ ସାମ୍ବାଦିକ ଓ ୧୩ ଜଣ ନେତା । ୨୦୨୨ ପରେ ୪ ଜଣ ସାମ୍ବାଦିକଙ୍କୁ କ୍ବାର୍ଟର୍ସରୁ ଉଚ୍ଛେଦ କରାଯାଇଛି । କ୍ବାର୍ଟର୍ସ ଉଚ୍ଛେଦ ନୋଟିସରେ ପାତରଅନ୍ତର ହେଉଥିବା ଅଭିଯୋଗ ହେଉଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us