“Under Subhadra Yojana Rs 50,000 Will Be Given to Women” | Odisha Reporter
ରାଜ୍ୟରେ ବିଜୁ ଜନତା ଦଳର ମହିଳା ଭୋଟ ବ୍ୟାଙ୍କକୁ ଭାଙ୍ଗିବାକୁ ବିଜେପିର ପୂରା ପ୍ରସ୍ତୁତି। ନିର୍ବାଚନକୁ ଯିବା ପୂର୍ବରୁ ବିକଶିତ ଓଡ଼ିଶା ଗଠନ ପାଇଁ ଓଡ଼ିଶାବାସୀଙ୍କ ଉଦ୍ଦେଶ୍ୟରେ 21ଟି ସଂକଳ୍ପ ଘୋଷଣା କରିଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। ବିଜେପି ଜାରି କରିଥିବା ସଂକଳ୍ପ ପତ୍ରର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ମହିଳାଙ୍କ ବିକାଶ। ମଧ୍ୟପ୍ରଦେଶ ଭଳି ଓଡ଼ିଶାରେ ମହିଳାଙ୍କୁ ରୋଜଗାର ସୁବିଧା ଦେବା ସହ ଲକ୍ଷପତି ଦିଦି ସୃଷ୍ଟି କରିବାକୁ ବିଜେପି ଲକ୍ଷ୍ୟ ରଖିଛି। ବିଜେପି ସରକାରକୁ ଆସିଲେ ମହିଳାଙ୍କ ପାଇଁ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ କରାଯିବ। ଦେଖନ୍ତୁ ପୂରା ରିପୋର୍ଟ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us