`ଚିଟ୍ଫଣ୍ଡ ଦୋଷୀଙ୍କୁ ଜେଲ୍ରେ ପୁରାଇବୁ’ | Odisha Reporter
Advertisment
ଆଜି ସମ୍ବଲପୁରରେ ଆୟୋଜିତ ନିର୍ବାଚନୀ ସଭାରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । କହିଥିଲେ, ୧୮ ମାସରେ ଚିଟ୍ଫଣ୍ଡର ସବୁ ଦୋଷୀଙ୍କୁ ଜେଲ୍ରେ ପୂରାଇବୁ। ଚିଟ୍ଫଣ୍ଡ ଦୋଷୀଙ୍କୁ ଜେଲ୍ରେ ପୂରାଇ ଲୋକଙ୍କୁ ପଇସା ଫେରାଇବୁ।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us