Advertisment

ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌କୁ ନେଇ ପୁଣି ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

'ରାଜ୍ୟ ସରକାର ମୟୂରଭଞ୍ଜ ପାଇଁ ଅବହେଳା କରୁଛନ୍ତି, ୨୩ ବର୍ଷ ହେଲା ମୟୂରଭଞ୍ଜବାସୀଙ୍କୁ ଭଣ୍ଡେଇ ଚାଲିଛନ୍ତି, ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଅଛି, କିନ୍ତୁ ବିକାଶ କରାଯାଉ ନାହିଁ'

author-image
Manoj Swain

ଅମର୍ଦ୍ଦା ଏୟାରଷ୍ଟ୍ରିପ୍‌କୁ ନେଇ ପୁଣି ବର୍ଷିଲେ କେନ୍ଦ୍ର ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ। କହିଲେ, ଏହି ଏୟାର ଷ୍ଟ୍ରିପ୍‌ ହୋଇପାରିଲେ ଅଞ୍ଚଳର ବିକାଶ ହୋଇପାରିବ, କେନ୍ଦ୍ର ତାଗିଦ କରିବାରୁ ରାଜ୍ୟ ସରକାର ମଞ୍ଜୁର ୨୬ କୋଟି ଦେଲେ, ଜମି ହସ୍ତାନ୍ତର ପାଇଁ ସବୁ ପ୍ରସ୍ତୁତି ସରିଥିଲା ବେଳେ ଜିଲ୍ଲାପାଳ ଗଲେନି, କହିଲେ ରାଜ୍ୟ ସରକାର ମୋତେ ମନା କରିଛନ୍ତି, ରାଜ୍ୟ ସରକାର ମୟୂରଭଞ୍ଜ ପାଇଁ ଅବହେଳା କରୁଛନ୍ତି, ୨୩ ବର୍ଷ ହେଲା ମୟୂରଭଞ୍ଜବାସୀଙ୍କୁ ଭଣ୍ଡେଇ ଚାଲିଛନ୍ତି, ଜିଲ୍ଲାରେ ଅନେକ ପର୍ଯ୍ୟଟନସ୍ଥଳୀ ଅଛି, କିନ୍ତୁ ବିକାଶ କରାଯାଉ ନାହିଁ, କେନ୍ଦ୍ରର ବିକାଶମୂଳକ କାର୍ଯ୍ୟରେ ରାଜ୍ୟ ସରକାର ଭୟଭୀତ ।

Advertisment
Odisha Bjp Bishweswar Tudu Mayurbhanj Amarda Airstrip