'ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାଁରେ ଚକଚକିଆ ଟାଇଲ ପକାଇ, ପ୍ଲାଷ୍ଟିକ ଗଛ ଲଗାଇ ରାସ୍ତା ଚଉଡା କରିବା ସହ ହଜାର ବର୍ଷ ତଳର ଓଡ଼ିଆ କୀର୍ତ୍ତିରାଜି ଇତିହାସକୁ ନଷ୍ଟ କରାଯିବା ଓଡ଼ିଆ ଭାବରେ ମୋତେ କଷ୍ଟ ଦିଏ । ସୌନ୍ଦର୍ଯ୍ୟକରଣ ଏବଂ ପୁନଃ ନିର୍ମାଣର ଅର୍ଥ ନୁହେଁ ଚତୁର୍ଥ, ପଞ୍ଚମ ଓ ସପ୍ତମ ଶତାବ୍ଦୀର ମୂର୍ତ୍ତି, ସ୍ଥାପତ୍ୟ ଓ କୀର୍ତ୍ତିରାଜିକୁ ନଷ୍ଟ କରି ଟାଇଲ ପକାଇ ରାସ୍ତା ସମ୍ପ୍ରସାରଣ କରିବା।’ ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
ଅମରଙ୍କ ଦମ୍ଭୋକ୍ତି, ମୁଁ ବିଜେଡିରେ ନାହିଁ; ଲେନିନ କହିଲେ, ଯିଏ ଯିବା କଥା ଦଳ ଛାଡ଼ି ପଳାନ୍ତୁ
ଗତ ସପ୍ତାହରେ ଯାଜପୁରରେ ଏକ କର୍ମୀ ସମ୍ମିଳନୀରେ ପ୍ରଣବ ଓରଫ ବବି କହିଥିଲେ ଯେ, ଯାଜପୁରରେ ବିଜେଡି କହିଲେ ୩ ଜଣଙ୍କକୁ ବୁଝାଏ। ବବି- ଜିତୁ -ଡାନି।
Politics
ମୁଦା ଝଡ଼ ଭିତରେ ମିଳିଥିବା ଜମିକୁ ଫେରାଇବା ପାଇଁ ନିଷ୍ପତ୍ତି ନେଲେ କଂଗ୍ରେସ ସଭାପତି
କର୍ଣ୍ଣାଟକାରେ ଏବେ ମହୀଶୂର ଅର୍ବାନ ଡେଭଲପମେଣ୍ଟ ପ୍ରାଧିକରଣ(ମୁଦା) ସ୍କାମକୁ ନେଇ ଝଡ଼ ସୃଷ୍ଟି ହୋଇଥିବା ବେଳେ ଖଡଗେଙ୍କ ପରିବାର ଜମି ଫେରାଇ ଦେବାକୁ ଚାହୁଁଥିବା କହିଛନ୍ତି।
Politics
ବାବା ସିଦ୍ଦିକିଙ୍କୁ ଗୁଳି କରି ହତ୍ୟା ଘଟଣା: କଂଗ୍ରେସ- ବିଜେପି ମୁହାଁମୁହିଁ
ପୁଲିସ୍ ଗୁଳି ମାଡ଼ ଘଟଣାରେ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ତୃତୀୟ ଶୁଟରକୁ ଚିହ୍ନଟ କରି ସାରିଛି। କୁଖ୍ୟାତ ଅପରାଧୀ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ ହିଁ ବାବା ସିଦ୍ଦିକିଙ୍କୁ ହତ୍ୟା କରିଥିବା ଦାବି କରିଛି।
Politics
‘ପାରାଦୀପରେ ବୁଲୁଛନ୍ତି ମନୁଷ୍ୟକୃତ ରାବଣ’
ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟଙ୍କୁ ଟାର୍ଗେଟ କରିଛନ୍ତି ମନ୍ତ୍ରୀ ।
Politics
ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ପରଖିଲେ ଉପମୁଖ୍ୟମନ୍ତ୍ରୀ; ବୃକ୍ଷ ରୋପଣ ଦେଖିବାକୁ ଘଞ୍ଚ ଜଙ୍ଗଲ ବୁଲିଲେ
ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ରେଞ୍ଜ ଅନ୍ତର୍ଗତ ଲରମ୍ବା ସେକ୍ସନର ବୁଢ଼ାରଜା ପାହାଡ଼ ଜଙ୍ଗଲରେ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଲକ୍ଷାଧିକ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ ହୋଇଥିଲା।