Advertisment

‘ମୁଁ ସାହସ କରି ବିବାଦୀୟ ମନ୍ତବ୍ୟ ଦେଉଛି’

'ସୌନ୍ଦର୍ଯ୍ୟକରଣ ଏବଂ ପୁନଃ ନିର୍ମାଣର ଅର୍ଥ ନୁହେଁ ଚତୁର୍ଥ, ପଞ୍ଚମ ଓ ସପ୍ତମ ଶତାବ୍ଦୀର ମୂର୍ତ୍ତି, ସ୍ଥାପତ୍ୟ ଓ କୀର୍ତ୍ତିରାଜିକୁ ନଷ୍ଟ କରି ଟାଇଲ ପକାଇ ରାସ୍ତା ସମ୍ପ୍ରସାରଣ କରିବା'

Advertisment

'ପୁରୀ ଶ୍ରୀମନ୍ଦିର ଓ ଲିଙ୍ଗରାଜ ମନ୍ଦିରର ସୌନ୍ଦର୍ଯ୍ୟକରଣ ନାଁରେ ଚକଚକିଆ ଟାଇଲ ପକାଇ, ପ୍ଲାଷ୍ଟିକ ଗଛ ଲଗାଇ ରାସ୍ତା ଚଉଡା କରିବା ସହ ହଜାର ବର୍ଷ ତଳର ଓଡ଼ିଆ କୀର୍ତ୍ତିରାଜି ଇତିହାସକୁ ନଷ୍ଟ କରାଯିବା ଓଡ଼ିଆ ଭାବରେ ମୋତେ କଷ୍ଟ ଦିଏ । ସୌନ୍ଦର୍ଯ୍ୟକରଣ ଏବଂ ପୁନଃ ନିର୍ମାଣର ଅର୍ଥ ନୁହେଁ ଚତୁର୍ଥ, ପଞ୍ଚମ ଓ ସପ୍ତମ ଶତାବ୍ଦୀର ମୂର୍ତ୍ତି, ସ୍ଥାପତ୍ୟ ଓ କୀର୍ତ୍ତିରାଜିକୁ ନଷ୍ଟ କରି ଟାଇଲ ପକାଇ ରାସ୍ତା ସମ୍ପ୍ରସାରଣ କରିବା।’ ଏଭଳି କହି ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

Advertisment
Odisha Bjp Dharmendra Pradhan
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe